Posts

Showing posts from October, 2021

Life lessons

Image
A worm is found in the village and countryside, which is called Gobarela. He likes the smell of fresh dung of cows and buffaloes! He sets out in the morning in search of dung and starts making balls of it wherever he finds dung throughout the day. By evening he makes a big circle. Then, pushing that ball, it takes it to its bill. But upon reaching the bill, he comes to know that the sphere has become very big but the door of his bill is very small. Even after a lot of hard work and efforts, he is not able to push that ball inside the bill, and leaving it there, he goes to the bill. The same is the case with us humans. Whole life we ​​are engaged in accumulating the wealth of the world and when the end time comes, it comes to know that all these things cannot be taken with us and then we look at the earnings of that lifetime with great enthusiasm in this world. depart from. Virtue does not deceive anyone and sin does not belong to anyone. One who understands karma does not...

ରାକ୍ଷୀ ବାନ୍ଧିଲି ମୁଁ ରଖିବୁ ମାନ

Image
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀଙ୍କ ସ୍ନେହ ବନ୍ଧନ ରାକ୍ଷୀ ରହିବ ସାକ୍ଷୀ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ। ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିଥାଏ ଭଉଣୀ । ଏହି ଦିନକୁ ଭଉଣୀମାନେ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି । ରାକ୍ଷୀ ବାନ୍ଧିଲି ମୁଁ ରଖିବୁ ମାନ । ଖାଲି ଏଇ ରାକ୍ଷୀପୂର୍ଣ୍ଣିମା ନୁହେଁ ବଞ୍ଚିଥିବା ଯାଏ ଏମିତି ଅନେକ ରାକ୍ଷୀରେ ତୋ ହାତରେ ମୁଁ ଏଇ ପବିତ୍ର ଡୋରି ବାନ୍ଧିବି । ତା' ପ୍ରତିବଦଳରେ ମୋତେ ଉପହାର ଲୋଡ଼ା ନାହିଁ । ଦରକାର ଖାଲି ତୋ ସ୍ନେହ, ଭଲ ପାଇବା, ମୋ ବିଫଳତା ଓ ସଫଳତା ସମୟରେ ତୋ ଉପସ୍ଥିତି । ଏଇ ଟିକକ ଉପହାର ପାଇଁ ମୋ ରାକ୍ଷୀ ସବୁବେଳେ ତୋ'ହାତରେ ରହିଥିବ । ଏମିତି କିଛି ଶୁଭ ମନାସୀ ଭାଇଟି ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ହିନ୍ଦୁ ଧର୍ମରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧି ତା'ର ଦୀର୍ଘାୟୁ କାମନା କରିଥାଏ । ଭାଇ ମଧ୍ୟ ରାକ୍ଷୀର ପ୍ରତିବଦଳରେ ଭଉଣୀର ସମ୍ମାନ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଆଜି ହେଉଛି ସେଇ ପବିତ୍ର ରକ୍ଷା ବନ୍ଧନ ।